ଡ୍ରପ ଆଉଟ୍‌ ରୋକିବାକୁ ପଦକ୍ଷେପ, ୧୦୦ଟି ହାଇସ୍କୁଲକୁ କରାଯିବ ଅପଗ୍ରେଡ୍

ଭୁବନେଶ୍ୱର ୦୩।୦୮: ଡ୍ରପ ଆଉଟ୍ ରୋକିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପଦକ୍ଷେପ। ଆସନ୍ତା ଶିକ୍ଷା ବର୍ଷରୁ ୧୦୦ଟି ହାଇସ୍କୁଲକୁ ଅପଗ୍ରେଡ କରାଯିବ ବୋଲି କହିଛନ୍ତି

Read more