ମିଶରୀୟ ମମ୍ମି ଖୋଲିଲେ ବୈଜ୍ଞାନିକ: ମୃତ ରାଜାଙ୍କର ଦାନ୍ତ ଓ ସରୁ ଚିବୁକ

ନୂଆଦିଲ୍ଲୀ: ସି.ଟି. ସ୍କାନ୍‌ଦ୍ବାରା ବ‌ୈଜ୍ଞାନିକମାନେ ଖ୍ରୀଷ୍ଟପୂର୍ବ ୧୫୨୫ ରୁ ୧୫୦୪ ପର୍ଯ୍ୟନ୍ତ ଶାସନ କରୁଥିବା ମିଶର ଦେଶର ଜଣେ ରାଜାଙ୍କର ମମ୍ମିକୁ ଡିଜିଟାଲ୍‌ ଭାବେ ଉନ୍ମୁକ୍ତ କରିଛନ୍ତି।

Read more