ରାଜ୍ୟ ବଜେଟଠାରୁ ଅଧିକ ସମ୍ପତ୍ତି ୪୦୦୧ ବିଧାୟକଙ୍କ ପାଖରେ । ବିଜେପିଠାରୁ ବି ଧନୀ ଏହି ୨ ଦଳର ବିଧାୟକ

ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ଓ ନ୍ୟାସନାଲ ଇଲେକ୍ସନ୍ ୱାଚ୍ ବିଧାୟକମାନେ ଦାଖଲ କରିଥିବା ସତ୍ୟପାଠକୁ ଅଧ୍ୟୟନ କରିବା ପରେ ଚମକାଇଦେଲା ଭଳି ରିପୋର୍ଟ ଜାରି କରିଛି ।

Read more