ପକ୍ଷପାତିତା ଅଭିଯୋଗ କରି କକ୍ଷତ୍ୟାଗ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ବିଧାନସଭାର ବଜେଟ ଅଧିବେଶନରେ ଗୃହକାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଗୋପାଳପୁର ବିଧାୟକ ପାଣିଗ୍ରାହୀ । • ବିଧାୟକ ପାଣ୍ଠି ଖର୍ଚ୍ଚ ନେଇ ବିଧାନସଭାର ପ୍ରଶ୍ନକାଳରେ ଆଲୋଚନା

Read more