ଗୁଡ଼ି ଉଡ଼ାଇଲେ କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ

ଭୁବନେଶ୍ବର: ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ। ୫ମ ମଦନପୁର ଗୁଡ଼ି ଉତ୍ସବ ଅବସରରେ କୁନିକୁନି ପିଲାଙ୍କ ସହ ଗୁଡ଼ି ଉଡ଼ାଇଛନ୍ତି।

Read more