ଓଡ଼ିଶା ପୋଲିସର ନିଆରା ପ୍ରୟାସ, ମୋବାଇଲ ଚୋରି କିମ୍ବା ହଜିଗଲେ ପ୍ରଥମେ କଣ କରିବେ ଜାଣନ୍ତୁ

ଆଜିକାଲି ଅନେକ ଲୋକଙ୍କ ମୋବାଇଲ ହଜିଯାଉଛି କିମ୍ବା ଚୋରି ହୋଇଯାଉଥିବାର ଅଭିଯୋଗ ହେଉଛି। ଏଭଳି କ୍ଷେତ୍ରରେ ସେମାନଙ୍କୁ ଆଉ ହଇରାଣ ହେବାକୁପଡ଼ିବନି କି ଚିନ୍ତିତ ହେବାକୁ ପଡ଼ିବନି।

Read more