ପ୍ରଧାନମନ୍ତ୍ରୀ ମୋଦୀ ମହାନ ଦେଶ ଭକ୍ତ: ଭାରତର ବୈଦେଶିକ ନୀତିକୁ ପ୍ରଶଂସା କଲେ ଋଷ ରାଷ୍ଟ୍ରପତି ପୁଟିନ

ନୂଆଦିଲ୍ଲୀ:  ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଭାରତର ସ୍ୱାଧୀନ ବୈଦେଶିକ ନୀତୀକୁ ପ୍ରଶଂସା କରିଛନ୍ତି। ତା ସହିତ ମୋଦୀଙ୍କୁ ମହାନ ଦେଶଭକ୍ତ ବୋଲି କହିଛନ୍ତି ପୁଟିନ।

Read more