ପ୍ୟାରିସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ଫ୍ରାନ୍ସର ଜାତୀୟ ଦିବସରେ ହେବେ ମୁଖ୍ୟ ଅତିଥି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଫ୍ରାନ୍ସ ଆରମ୍ଭ ହୋଇଛି । ଗୁରୁବାର ଅପରାହ୍ଣ ୪ଟାରେ (ଭାରତୀୟ ସମୟ)ରେ ସେ ପ୍ୟାରିସର ଓ୍ବର୍ଲି ବିମାନବନ୍ଦରରେ ଓହ୍ଲାଇଥିଲେ

Read more