ଆତଙ୍କବାଦ ପ୍ରତି ମୋଦୀ ସରକାରଙ୍କ ‘ଜିରୋ-ଟଲରାନ୍‌ସ୍‌’ ନୀତି ବଳବତ୍ତର ରହିବ: ଅମିତ ଶାହ

ହାଇଦ୍ରାବାଦ: ଭବିଷ୍ୟତରେ ମଧ୍ୟ ଆତଙ୍କବାଦ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ‘ଜିରୋ-ଟଲରାନ୍‌ସ୍‌’ ନୀତି ବଳବତ୍ତର ରହିବ ବୋଲି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।

Read more