ମୁଁ ଓବିସି ହୋଇଥିବାରୁ ଘୃଣା କରୁଛି କଂଗ୍ରେସ: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡ଼ରେ କଂଗ୍ରେସକୁ ଟାର୍ଗେଟ୍‌ କରି ଓବିସି କାର୍ଡ ଖେଳିଛନ୍ତି। ବିଳାସପୁରରେ ‘ପରିବର୍ତ୍ତନ ମହାସଙ୍କଳ୍ପ’ ରୢାଲିରେ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି,

Read more