ପୁରୁଣା କାନ୍ଥରେ ଦିଆଯାଇଛି ନୂଆ ରଙ୍ଗ : ବିରୋଧୀ ଦଳ ମୁଖ୍ୟ ସଚେତକ

ଭୁବନେଶ୍ବର ୧୫।୭: ରୂପାନ୍ତରୀକରଣ ନାଁରେ କେବଳ ଆଇୱାସ ଚାଲିଛି ।  ପୁରୁଣା କାନ୍ଥରେ ନୂଆ ରଙ୍ଗ ଦିଆଯାଇଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି

Read more