ମୁଖ୍ୟମନ୍ତ୍ରୀ ଭାବେ ନାଁ ଘୋଷଣା ହେବା ପରେ ମୋହନ ମାଝୀଙ୍କ ପ୍ରତିକ୍ରିୟା: କହିଲେ, ଓଡିଶାକୁ ଏକ ନମ୍ବର ରାଜ୍ୟ କରିବାକୁ ହେବ ପ୍ରୟାସ

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମୋର ପ୍ରଣାମ । ମହାପ୍ରଭୁଙ୍କ ଆଶୀର୍ବାଦରେ ଓଡିଶାରେ ବିଜେପି ସରକାର ଗଠନ କରିଛି । ରାଜ୍ୟକୁ ଏକ ନମ୍ବର କରିବାକୁ ପ୍ରୟାସ କରାଯିବ

Read more