ସହିଦଙ୍କ ପରିବାର ପ୍ରତି ସମ୍ବେଦନଶୀଳ ହୁଅନ୍ତୁ ରାଜ୍ୟ ସରକାର: ମୋହନ ନନ୍ଦ

ଭୁବନେଶ୍ୱର, ତା.୨୮/୦୪: ଓଡିଶା ସରକାର ଯବାନ ଓ ସହିଦମାନଙ୍କ ପ୍ରତି ହୀନମନ୍ୟତା ମନୋବୃତି ରଖିବା ସହ ତାଙ୍କ ପରିବାର ପ୍ରତି ସମ୍ମାନ ଦେବାରେ ଅବହେଳା କରୁଛନ୍ତି ।

Read more