ମନୋହରପୁର କୋଇଲା ଖଣିରୁ ରେଳ ପଥରେ କୋଇଲା ପରିବହନ ଆରମ୍ଭ, ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ

ସୁନ୍ଦରଗଡ ୩୦।୮: ସୁନ୍ଦରଗଡ ଜିଲ୍ଲା ମନୋହରପୁର ଓପିସିଏଲ କୋଇଲା ଖଣିରୁ ଆଜିଠାରୁ ଓପିଜିସି ଇବ୍ ତାପଜ ବିଦ୍ୟୁତ କେନ୍ଦ୍ରକୁ ରେଳପଥ ଯୋଗେ କୋଇଲା ପରିବହନର ଉଦଘାଟନ ହୋଇଛି ।

Read more