ଶିଶୁଲେଖା’ରେ ମନୋଜ ଦାସଙ୍କ ବିକୃତ ଫଟୋକୁ ନେଇ ପ୍ରଶଂସକ ଓ ସାହିତ୍ୟପ୍ରେମୀ କ୍ଷୁବ୍ଧ, ତୁରନ୍ତ ତ୍ରୁଟି ସଂଶୋଧନ ଓ କ୍ଷମାପ୍ରାର୍ଥନା ଦାବି

ଭୁବନେଶ୍ୱର, ୦୭।୦୯: ଚଳିତ ମାସ ଓଡିଶା ସରକାରଙ୍କ ପକ୍ଷରୁ ପ୍ରକାଶିତ ‘ଶିଶୁଲେଖା’ ପତ୍ରିକାଟି ସମ୍ପୂର୍ଣ୍ଣ ଭାବେ ପ୍ରସିଦ୍ଧ ସାହିତ୍ୟିକ ମନୋଜ ଦାସଙ୍କ ଉପରେ ସମର୍ପିତ ହୋଇଛି ।

Read more