‘ନୋ ମନି ଫର୍ ଟେରର୍’; ଆତଙ୍କବାଦକୁ ନେଇ ବର୍ଷିଲେ ପ୍ରଧାନମନ୍ତ୍ରୀ, ନାଁ ନନେଇ ପାକିସ୍ତାନକୁ ଟାର୍ଗେଟ୍

ନୂଆଦିଲ୍ଲୀ:  ‘ନୋ ମନି ଫର୍ ଟେରର୍’ ସମ୍ମିଳନୀରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନାଁ ନେଇ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଯୋଗାଉଥିବା ଦେଶମାନଙ୍କୁ ଟାର୍ଗେଟ୍ କରିଛନ୍ତି ।

Read more