ଆସିଲା ମୌସୁମୀ, ରାଜଧାନୀରେ ରେକର୍ଡ ୯୨.୬ ମିମି ବର୍ଷା

ଭୁବନେଶ୍ବର : ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି। ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ଗୁରୁବାର ଦିନ ମୌସୁମୀ ସକ୍ରିୟ ହୋଇଥିବା ବେଳେ

Read more