ରଜ ପରେ ଓଡିଶାରେ ମୌସୁମୀ ବର୍ଷା

କେରଳ ଛୁଇଁଲା ମୌସୁମୀ । ସପ୍ତାହେ ବିଳମ୍ବରେ ସ୍ଥଳଭାଗ ଛୁଇଁଛି ମୌସୁମୀ । ଲାକ୍ଷାଦ୍ୱୀପ ଓ କେରଳର ସବୁଭାଗରେ ଦକ୍ଷିଣ-ପୂର୍ବ ମୌସୁମୀ ବାୟୁ ପ୍ରବେଶ କରିଛି ।

Read more