ସିସୋଦିଆଙ୍କ ବିରୋଧରେ ମନି ଲଣ୍ଡ୍ରିଂ କେସ୍‌ ଉପରେ ଇଡିର ୟୁଟର୍ଣ୍ଣ, ଏଜେନ୍ସି କହିଲା- ଆମେ ଯାଞ୍ଚ କରୁୁନୁ

ନୂଆଦିଲ୍ଲୀ: ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମନି ଲଣ୍ଡ୍ରିଂ ମାମଲା ରୁଜୁ କରିଥିବା ଖବର ଆସିଥିଲା। ହେଲେ ଏବେ ଇଡି ୟୁଟର୍ଣ୍ଣ ମାରିଛି।

Read more