ଗୁଜରାଟ ମୋରବୀରେ ଝୁଲା ପୋଲ ଭୁଶୁଡ଼ିବା ଘଟଣା: ମୃତ୍ୟୁ ସଂଖ୍ୟା ୧୨୦ କୁ ବୃଦ୍ଧି

ମୋରବୀ: ଗୁଜରାଟର ମୋରବୀ ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ସନ୍ଧ୍ୟାରେ ମଚ୍ଛୁ ନଦୀ ଉପରେ ନିର୍ମିତ ୧୪୦ ବର୍ଷ ପୁରୁଣା ଝୁଲାପୋଲ

Read more