ମୋଟର ସାଇକେଲ ଦୁର୍ଘଟଣାରେ ଉମାକାନ୍ତଙ୍କ ଦୁଇ ଗୋଡ଼ ଓ ହାତ ଅଚଳ

ବରଗଡ଼, ୨୩/୦୮: ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଝର୍ ପଞ୍ଚାୟତ ଗଣ୍ଡପାଲି ଗାଁର ଉମାକାନ୍ତ ବାଙ୍କଙ୍କ ପରିବାରକୁ ଦାଉ ସାଧିଛି ଭାଗ୍ୟ । ପକ୍ଷଘାତ ରୋଗ ଆକ୍ରାନ୍ତରେ

Read more