ମୁହଁରେ ମୁଲତାନି ମାଟି ସହିତ ଏହି ୩ଟି ଜିନିଷ ମିଶାଇ ଲଗାନ୍ତୁ, ପିମ୍ପଲ ଏବଂ କଳା ଦାଗ ସମସ୍ୟା ହେବ ଦୂର

ବର୍ଷା ଆସିବା ମାତ୍ରେ ଲୋକମାନେ ଚିପ୍‌ଚିପା କେଶ ଏବଂ ଚିପ୍‌ଚିପା ସ୍କିନ୍‌ ପାଇଁ ଅସୁବିଧାରେ ପଡନ୍ତି । ଅତ୍ୟଧିକ ଅଏଲି ସ୍କିନ୍‌ରେ ପିମ୍ପଲ୍ ସମସ୍ୟା ବଢିଯାଏ ।

Read more