ମୁଣ୍ଡଳିରେ ପ୍ରବାହିତ ହେଉଛି ୫ଲକ୍ଷ ୭୮ହଜାର ୧୭୦ ଘନଫୁଟର ଜଳ

କଟକ ୧୪।୦୮ : ମହାନଦୀରେ ବଢୁଛି ଜଳସ୍ତର । ପୂର୍ଵାହ୍ନ ୧୧ଟା ସୁଦ୍ଧା ମୁଣ୍ଡଳୀ ନିକଟରେ ମହାନଦୀରେ ସେକେଣ୍ଡ ପ୍ରତି ୫ଲକ୍ଷ ୭୮ହଜାର ୧୭୦ ଘନଫୁଟ ଜଳ

Read more