‘ସାବାଳିକା ହୋଇଥିଲେ ନିଜ ଇଚ୍ଛାରେ ବିବାହ କରିପାରିବେ ମୁସଲିମ ଯୁବତୀ, ହିନ୍ଦୁ ଯୁବକଙ୍କ ହାତ ଧରିବା ବେଆଇନ ନୁହେଁ’ : ପଞ୍ଜାବ-ହରିୟାଣା ହାଇକୋର୍ଟ

ନୂଆଦିଲ୍ଲୀ, ୨୬|୧୨ : ସାବାଳିକା ହୋଇଥିଲେ  ନିଜ ଇଚ୍ଛାରେ ବିବାହ କରିପାରିବେ ମୁସଲିମ ଯୁବତୀ । ଏପରି ରାୟ ଶୁଣାଇଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ।

Read more