ମୁଣ୍ଡ ନେଉଛି ଅଜଣା ଜନ୍ତୁ, ଗୋଟିଏ ଦିନରେ ୯ ମେଣ୍ଢାଙ୍କ ମୃତ୍ୟୁ

ପୁଣି ଫେରିଲା ଅଜଣା ଜନ୍ତୁ ଆତଙ୍କ । ଜଗତସିଂହପୁର ଜିଲ୍ଲା ବିରିଡି ବ୍ଳକ ଶଙ୍ଖାରିସାହିରେ ଅଜଣା ଜନ୍ତୁ ଆକ୍ରମଣରେ ୯ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ଗତକାଲି ରାତିରେ

Read more