ନାକ୍ ‘ଏ’ ଗ୍ରେଡ୍ ହାସଲ କଲା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ

ବାରିପଦା  : ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ବଜାୟ ରଖି ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ତୃତୀୟ ପର୍ଯ୍ୟାୟ ମୂଲ୍ୟଙ୍କନ ନିର୍ଦ୍ଧାରଣ ପ୍ରକ୍ରିୟାରେ ‘ଏ’ ଗ୍ରେଡ୍ ହାସଲ କରିଛି

Read more