ନବ ଦାସ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚକୁ ମିଳୁନି ଗୋପାଳ ମାରିଥିବା ଗୋଟିଏ ଗୁଳି

ନବ ଦାସଙ୍କ ଉପରେ ବାଜିଥିବା ଗୁଳି ଏଯାଏ ମିଳିନି । ଗୋପାଳ ଦାସ ୩ ରାଉଣ୍ଡ ଫାୟାର କରିଥିଲା । ନବ ଦାସଙ୍କୁ ବାଜିଥିଲା ପ୍ରଥମ ଗୁଳି

Read more