୨୦୨୩ ହକି ବିଶ୍ୱକପ୍‌ ପାଇଁ ଖେଳସୂଚୀ ଘୋଷଣା : ୪ଟି ପୁଲ୍‌ରେ ୧୬ଟି ଟିମ୍‌, ପୁଲ୍‌ ଡିରେ ଭାରତ

ଭୁବନେଶ୍ୱର ୦୮।୦୯ : ୨୦୨୩ ହକି ବିଶ୍ୱକପ୍‌ ପାଇଁ ଖେଳସୂଚୀ ଘୋଷିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ହକି ବିଶ୍ୱକପ୍‌ର ଖେଳସୂଚୀ ଜାରି କରାଯାଇଛି ।

Read more