ବାଜିଲା ପୌର ବିଗୁଲ: ମାର୍ଚ୍ଚ ୨୪ ନିର୍ବାଚନ୍ , ଦୁଇ ମହାନଗର ନିଗମରେ ଏଥର ଭୋଟ୍ ସ୍ଥଗିତ

ଭୁବନେଶ୍ୱର ୨୫/୦୨: ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ମାର୍ଚ୍ଚ ୨୪ ତାରିଖରେ ହେବ ପୌର ନିର୍ବାଚନ । ଭୁବନେଶ୍ୱର, କଟକ, ବ୍ରହ୍ମପୁରରେ ଅନୁଷ୍ଠିତ ହେବ

Read more