ନନ୍ଦନକାନନର ୬୨ତମ ପ୍ରତିଷ୍ଠା ଦିବସ, ୬ ବାଘ ଛୁଆଙ୍କ ହେବ ନାମକରଣ

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୨ ତମ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସ ଅବସରରେ ବାଘୁଣୀ ମେଘାର ୩ ଓ ବିଜୟାର ୩ଟି ଛୁଆର ନାମକରଣ କରାଯିବ।

Read more