କଂଗ୍ରେସ ଏବେ ଜାତୀୟ ନୁହେଁ, ଭାଇ-ଭଉଣୀଙ୍କ ପାର୍ଟି: ପରିବାରବାଦ ପଲିଟିକ୍ସକୁ ନେଇ ଭୁବନେଶ୍ୱରରୁ ନଡ୍ଡା ମାରିଲେ ତୀର

ଭୁବନେଶ୍ୱର ସମାବେଶରେ କେନ୍ଦ୍ର ସରକାରଙ୍କ ସଫଳତା ଗଣାଇବା ସହ ରାଜ୍ୟ ସରକାରଙ୍କ ବିଫଳତା ଗଣାଇଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କେବଳ ରାଜ୍ୟ ସରକାର

Read more