ନାଗାଲାଣ୍ଡରୁ ହଟିବ AFSPA, କେନ୍ଦ୍ର ସରକାର ଗଠନ କରିବେ ଉଚ୍ଚସ୍ତରୀୟ କମିଟି

ନୂଆଦିଲ୍ଲୀ ୨୬।୧୨: ନାଗାଲାଣ୍ଡରେ ସେନା ଗୁଳିକାଣ୍ଡ ଯୋଗୁ ୧୪ ଜଣ ନାଗରିକଙ୍କ ମୃତ୍ୟୁ ପରେ କେନ୍ଦ୍ର ସରକାର ପ୍ରଦେଶରେ ଲାଗୁ ଥିବା ଆର୍ମଡ ଫୋର୍ସେସ୍‌ ପ୍ରିଭିଲେଜ ଆକ୍ଟ (ଏଏଫଏସପିଏ)

Read more