ଫେମିନା ମିସ୍ ଇଣ୍ଡିଆ ୨୦୨୩ ହେଲେ ନନ୍ଦିନୀ ଗୁପ୍ତା

ଘୋଷଣା ହୋଇଛି ଫେମିନା ମିସ୍ ଇଣ୍ଡିଆ ୨୦୨୩ । ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ରାଜସ୍ଥାନର ନନ୍ଦିନୀ ଗୁପ୍ତା ହୋଇଛନ୍ତି ଫେମିନା ମିସ୍ ଇଣ୍ଡିଆ ୨୦୨୩ ।

Read more