ବିନା ନୋଟିସରେ ବ୍ୟାନ୍ କଲେ, ସମାଧାନ ବେଳେ ମନୋଜ ମିଶ୍ରଙ୍କୁ ଡାକୁଛନ୍ତି କାହିଁକି: କଂଗ୍ରେସ ବିଧାୟକ ଦଳ ନେତା

ଭୁବନେଶ୍ବର: ଲୋକପ୍ରିୟ ଅଭିନେତା ମନୋଜ ମିଶ୍ରଙ୍କ ସପକ୍ଷରେ ପୁଣି ବାହାରିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ଓଲିଉଡ କଳିକୁ ନେଇ ପୁଣି ବର୍ଷିଲେ କଂଗ୍ରେସ ବିଧାୟକ

Read more