Met Gala ୨୦୨୨ରେ ଏମିତି ନଜର ଆସିଲେ ନତାଶା ପୁନାଓ୍ୱାଲା, ସବ୍ୟସାଚ୍ଚୀଙ୍କ ଡିଜାଇନର ଶାଢୀ ସହ ପିନ୍ଧିଲେ ମେଟାଲ ବ୍ଲାଉଜ, ଫଟୋ ଭାଇରାଲ୍..

ନୂଆଦିଲ୍ଲୀ ୦୩/୦୫: ମେଟ୍ ଗାଲା ୨୦୨୨ । ଫ୍ୟାଶନ ଦୁନିଆର ସବୁଠୁ ବଡ ଇଭେଣ୍ଟ । ଏଠାରେ ଦେଖିବାକୁ ମିଳିଥାଏ ବିଶ୍ୱର ସେଲିବ୍ରିଟିମାନଙ୍କ କୌତୁକିଆ ପୋଷାକ ପରିଧାନ

Read more