ଉଦଘାଟିତ ହେଲା କଟକର ନେତାଜୀ ବସ୍ ଟର୍ମିନାଲ, ପ୍ରଥମ ବସ୍ ଗଲା ପୁରୀକୁ

କଟକ ସହର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫୪୧ କୋଟିର ପୂଜା ଭେଟି। ସିଏନବିଟି ସହ ୩୪୧ କୋଟି ଟଙ୍କାର ବ୍ୟୟ ଅଟକଳରେ ୧୦ଟି ପ୍ରକଳ୍ପର ଉଦଘାଟନ

Read more