ଶତ୍ରୁ ଦେଶରୁ ସ୍ବାମୀ ଫେରିବା ପରେ ଖୁସିରେ ଆତ୍ମହରା ହେଲେ ସ୍ତ୍ରୀ: କହିଲେ, ମୋ ‘ସିନ୍ଦୂର’କୁ ଫେରାଇ ଆଣିଲେ ମୋଦୀ, ଯେଉଁଠି ମୋଦୀ ଥିବେ ସେଠି ସବୁ ସମ୍ଭବ…
କୋଲକାତା: ଶତ୍ରୁ ଦେଶରୁ ଫେରିଛନ୍ତି ସ୍ବାମୀ, ଫେରିଛି ପୁଅ । ପାକିସ୍ତାନ ମାଟିରେ ଦୀର୍ଘ ୨୧ ଦିନ ବିତାଇ ଶେଷରେ ସ୍ବଦେଶ ଫେରିଛନ୍ତି ବିଏସଏଫ ଯବାନ ପୂର୍ଣ୍ଣମ୍
Read more