ମଧୁମେହ ନେଇ କଟକରେ ସେମିନାର, ଯୋଗଦେଲେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରର ଚିକିତ୍ସକ

କଟକ ୨୦।୮: ପରିବର୍ତ୍ତିତ ଜଳବାୟୁ ଏବଂ ଜୀବନଶୈଳୀ ଅନେକ ରୋଗର କାରଣ ପାଲଟିଛି । ତା ଭିତରୁ ଗମ୍ଭୀର ରୂପ ଧାରଣ କରିଛି ମଧୁମେହ ବା ଡାଇବେଟିସ୍ ।

Read more