ଆନ୍ତର୍ଜାତୀୟ ମହିଳା ଦିବସରେ ଗୃହିଣୀଙ୍କୁ ମୋଦୀଙ୍କ ଉପହାର: ୧୦୦ ଟଙ୍କା କମିଲା ଗ୍ୟାସ୍‌ ଦର

  ନୂଆଦିଲ୍ଳୀ: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳାମାନଙ୍କୁ ଏକ ସୁନ୍ଦର ଉପହାର ଦେଇଛନ୍ତି। ଏଲପିଜି ସିଲିଣ୍ଡର ମୂଲ୍ୟରେ ୧୦୦ ଟଙ୍କା ହ୍ରାସ

Read more