ନବରାତ୍ରର ଦ୍ୱିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା

ଭୁବନେଶ୍ୱର ୨୭/୦୯: ଶାରଦୀୟ ନବରାତ୍ର ପର୍ବର ୨ୟ ଦିନ ମାତା ବ୍ରହ୍ମଚାରିଣୀଙ୍କ ପୂଜାର୍ଚ୍ଚନା କରାଯାଏ । ସାଧକ ଏହି ଦିନ ମା’ଙ୍କ ଚରଣରେ ମନ ଲଗାଇଥାନ୍ତି ।

Read more