ଜନସମୁଦ୍ର ଭିତରେ ଜନନାୟକଙ୍କୁ ଭବ୍ୟ ସ୍ୱାଗତ: ନୃତ୍ୟ, ଗୀତ ଓ ପାରମ୍ପରିକ ବାଦ୍ୟରେ କମ୍ପିଲା ପରିବେଶ

ଭୁବନେଶ୍ୱର ୦୬।୦୯ : ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ଵର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କ ସ୍ଵାଗତ ସମ୍ଵର୍ଦ୍ଧନା । ବିଜେଡି ପକ୍ଷରୁ ବ୍ୟାପକ ଜୋରଦାର ସ୍ୱାଗତ କରାଯାଇଛି।

Read more