ସରଣ୍ଡାରେ ନକ୍ସଲବିରୋଧୀ ଅଭିଯାନ: ବିସ୍ଫୋରକସାମଗ୍ରୀ ଉଦ୍ଧାର

ବିଶ୍ରା: ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାରେ ସୁରକ୍ଷାବାହିନୀ ପକ୍ଷରୁ ନକ୍ସଲବିରୋଧୀ ଅଭିଯାନ ଜାରିରହିଛି। ସୁରକ୍ଷାବାହିନୀ ନକ୍ସଲଙ୍କ କ୍ୟାମ୍ପରେ ପ୍ରବେଶକରି ବିପୁଳ ବିସ୍ଫୋରକ ପଦାର୍ଥ ଜବତ କରିଛି।

Read more