ରେଳ ଷ୍ଟେସନ୍‌ରେ ଲାଗିଲା ମାଓ ବ୍ୟାନର, ଜୁଲାଇ ୨୮ରୁ ନକ୍ସଲ ପାଳିବେ ସହିଦ ସପ୍ତାହ

ମାଲକାନଗିରି: ରେଳ ଷ୍ଟେସନରେ ନକ୍ସଲ ବ୍ୟାନର ଲାଗିଛି। ନକ୍ସଲମାନେ ଆଗାମୀ ୨୮ ତାରିଖ ଠାରୁ ଅଗଷ୍ଟ ୩ ଯାଏଁ ସହିଦ ଦିବସ ପାଳନ କରିବାକୁ ଚେତାବନୀ ଦେଇଛନ୍ତି।

Read more