ପୁଣି ସୀମାନ୍ତରେ ନକ୍ସଲ ହିଂସା: ବୃଦ୍ଧଙ୍କ ଗଳାକାଟି ହତ୍ୟା

ରାଉରକେଲା: ଓଡ଼ିଶା-ଝାରଖଣ୍ଡ ସୀମାନ୍ତ ଗୋଏଲକେରା ଅଞ୍ଚଳରେ ପୁଣି ହିଂସାକାଣ୍ଡ ଭିଆଇଛନ୍ତି ମାଓବାଦୀl ପୁଲିସ ଇନଫର୍ମର ସନ୍ଦେହରେ ଜଣେ ବୃଦ୍ଧଙ୍କ ଗଳା କାଟି ନିର୍ମମ ଭାବେ ହତ୍ୟା କରିଛନ୍ତି।

Read more