ପ୍ରକାଶ ପାଇଲା ଏନସିଆରବି ରିପୋର୍ଟ: ଓଡ଼ିଶାରେ ବଢ଼ୁଛି ଅପରାଧିକ ମାମଲା

ଭୁବନେଶ୍ବର: ୨୦୨୨ ଏନସିଆରବି ରିପୋର୍ଟ ପ୍ରକାଶ ପାଇଛି। ୨୦୨୧ ତୁଳନାରେ ଦେଶରେ ମହିଳା ବିରୋଧୀ ଅପରାଧ ୪% ବଢ଼ିଥିବା ବେଳେ ଶିଶୁ ବିରୋଧୀ ଅପରାଧ ୮.୭% ବଢ଼ିଛି।

Read more