ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ : ଶନିବାର ୧୨ଟା ସୁଦ୍ଧା ରେଜଲ୍ଟ ଅନଲାଇନରେ ଜାରି କରିବାକୁ ନିର୍ଦ୍ଦେଶ

ନିଟ୍ ୟୁଜି ପରୀକ୍ଷା ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ନିର୍ଦ୍ଦେଶ । ଶନିବାର ଦ୍ୱିପହର ୧୨ଟା ସୁଦ୍ଧା ରେଜଲ୍ଟକୁ ଅନଲାଇନରେ ଅପଲୋଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

Read more