ନିଟ୍ ପରୀକ୍ଷାରେ ‘ମୁନ୍ନାଭାଇ’ ପରି ଜାଲିଆତି, ଏମ୍ସର ୪ ଛାତ୍ର ଗିରଫ

ନୂଆଦିଲ୍ଲୀ: ନିଟ୍ ପରୀକ୍ଷାରେ ଜଣକ ସ୍ଥାନରେ ଆଉଜଣେ ପରୀକ୍ଷା ଦେବା ମାମଲାର ପର୍ଦ୍ଦାଫାସ କରିଛି ଦିଲ୍ଲୀ ପୁଲିସ। ଏମ୍ସର ବିଏସ୍‌ସି (ରେଡିଓଲୋଜି, ୨ୟ ବର୍ଷ)ର ଛାତ୍ର ନରେଶ

Read more