ପୁରୁଷ ହକି ବିଶ୍ବକପ୍‌ରେ ଗୋଲ୍‌ ବର୍ଷା: ନେଦରଲ୍ୟାଣ୍ଡସ୍‌ର ରେକର୍ଡ ବିଜୟ, ୧୪-୦ରେ ଚିଲି ପରାସ୍ତ

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ନେଦରଲାଣ୍ଡସ୍‌ ରେକର୍ଡ ବିଜୟ ହାସଲ କରିଛି। କଳିଙ୍ଗ ଷ୍ଟାଡିୟମରେ ଆଜି ଅପରାହ୍‌ଣ ୩ଟାରେ ଖେଳାଯାଇଥିବା ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସର ଖେଳାଳିମାନେ ଗୋଲ୍‌ ବର୍ଷା

Read more