ଅକ୍ଟୋବର ୨ ରେ ଲଞ୍ଚ ହେବ ପ୍ରଶାନ୍ତ କିଶୋରଙ୍କ ଦଳ, ୨୦ଟି ଆସନରେ ଲଢ଼ିପାରନ୍ତି ନିର୍ବାଚନ

ପାଟନା: ୧୧ ମାସ ଧରି ବିହାରର ଗାଁ ଗାଁ ବୁଲି ପଦଯାତ୍ରା କରୁଥିବା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ସକ୍ରିୟ ରାଜନୀତିରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି।

Read more