ବିଦାୟ ନେଲା ବର୍ଷ ୨୦୨୨, ନୂଆ ବର୍ଷକୁ ସ୍ୱାଗତ କରୁଛନ୍ତି ଲୋକେ

ସମୟର ଟିକଟିକ୍ ଶବ୍ଦ ସହ ସରିଯାଇଛି ପୁରୁଣା ବର୍ଷ, ବିଦାୟ ନେଇଛି ୨୦୨୨ । ସବୁ ଅପେକ୍ଷାର ଅନ୍ତ ଘଟାଇ ଲୋକଙ୍କ ପାଖକୁ ଆସିଛି ନୂଆବର୍ଷ ।

Read more